- ଭୁବନେଶ୍ବରରେ ଦିନକରେ ୩୧୯ କୋରୋନା ପଜିଟିଭ୍, ୩୧୫ ସୁସ୍ଥ, କ୍ବାରେଣ୍ଟାଇନ୍ରୁ ୯୨ ଓ ସ୍ଥାନୀୟ ଅଞ୍ଚଳରୁ ୨୨୭ ରୋଗୀ ଚିହ୍ନଟ, ଭୁବନେଶ୍ବରରେ କୋରୋନା ପଜିଟିଭ୍ ସଂଖ୍ୟା ୨୩ ହଜାର ୫୪୯କୁ ବୃଦ୍ଧି, ମୋଟ ୨୩,୫୪୯ ପଜିଟିଭରୁ ୧୦୪ ମୃତ; ୧୯,୮୮୮ ସୁସ୍ଥ; ୩,୫୩୭ ଚିକିତ୍ସାଧୀନ
- ଆସନ୍ତାକାଲି ଘୋଷଣା ହେବ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର, ଅକ୍ଟୋବର ୭ରେ ରସାୟନ ବିଜ୍ଞାନ, ୮ରେ ସାହିତ୍ୟ ପାଇଁ ନୋବେଲ, ଅକ୍ଟୋବର ୯ରେ ଶାନ୍ତି ଓ ୧୨ରେ ଅର୍ଥନୀତି ପାଇଁ ନୋବେଲ ଘୋଷଣା