- ଆସନ୍ତା ୪ରୁ ଗଞ୍ଜାମ ଜିଲ୍ଲାରେ ଖୋଲିବ ସବୁ ମନ୍ଦିର । କୋରୋନା କଟକଣା ମଧ୍ୟରେ ଦର୍ଶନ କରିବେ ଭକ୍ତ । ଆସନ୍ତାକାଲି ଖୋଲିବ ମା’ ତାରାତାରିଣୀଙ୍କ ମନ୍ଦିର । ମନ୍ଦିର ଉପରକୁ ଯାନବାହାନ ନିଷେଧ, ମନ୍ଦିରକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ଗାଡ଼ିର ବ୍ୟବସ୍ଥା ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସୂଚନା
- ନୂଆବର୍ଷରୁ ନୂଆ ୟୁନିଫର୍ମ ପିନ୍ଧିଲେ ଅଗ୍ନିଶମ କର୍ମଚାରୀ । ଏହି ପୋଷାକ ଅଗ୍ନି ପ୍ରତିରୋଧକ, ଏଥିରେ ରହିଛି ୩ଟି ସ୍ତର । ଟ୍ବିନ୍ ସିଟିର କର୍ମଚାରୀଙ୍କ ପାଇଁ ଆସିଲା ୧୭୦୦ ପୋଷାକ । ପରେ ଅନ୍ୟ ଜିଲ୍ଲାର କର୍ମଚାରୀମାନେ ମଧ୍ୟ ଏହି ୟୁନିଫର୍ମ ପିନ୍ଧିବେ