- ସତ୍ୟବାଦୀ ବିଧାୟକଙ୍କୁ ମହଙ୍ଗା ପଡ଼ିଲା କୋଭିଡ ନିୟମ ଉଲ୍ଲଘଂନ, ଉମାକାନ୍ତ ସାମନ୍ତରାୟଙ୍କ ସରକାରୀ ବାସଭବନରେ ପୋଲିସ, ଉମାକାନ୍ତ ସାମନ୍ତରାୟଙ୍କୁ ପୁରୀ ସମୁଦ୍ରକୁଳ ଥାନା ପୋଲିସର ନୋଟିସ, ୭ ଦିନ ଭିତରେ ଥାନାରେ ହାଜର ହେବାକୁ ନୋଟିସ ଦେଲା ପୋଲିସ
- ତାଳଦଣ୍ଡା କେନାଲ ରାସ୍ତା ଉଦ୍ଘାଟନ ଅବସରରେ ଜଳସମ୍ପଦ ସଚିବଙ୍କ ଘୋଷଣା । ନଭେମ୍ବର ୧୫ରୁ ଆରମ୍ଭ ହେବ ତାଳଦଣ୍ଡା କେନାଲର ପୁନରୁଦ୍ଧାର । ଜର୍ମାନ ଟେକ୍ନୋଲୋଜିରେ ହେବ କେନାଲର ପୁନରୁଦ୍ଧାର କାର୍ଯ୍ୟ । ୨୦୨୧ ମାର୍ଚ ୩୧ ସୁଦ୍ଧା ସରିବ କାମ: ଜଳ ସମ୍ପଦ ସଚିବ ଅନୁ ଗର୍ଗ