ନଭେମ୍ବର ୨୦ ବିଧାନସଭାର ଶୀତ ଅଧିବେଶନ । ୧୯ରେ ସନ୍ଧ୍ୟା ୬ଟା ୧୫ରେ ବିଧାନସଭାର ପ୍ରକୋଷ୍ଠ-୫୪ରେ ବସିବ ବିଜେଡି ବିଧାୟକ ଦଳର ବୈଠକ । ବିଧାନସଭା ଅଧିବେଶନ ପାଇଁ ପ୍ରସ୍ତୁତ ହେବ ଦଳୀୟ ରଣନୀତି । ବୈଠକରେ ଅଧ୍ୟକ୍ଷତା କରିବେ ସଭାପତି ନବୀନ ପଟ୍ଟନାୟକ

Leave a Reply

Your email address will not be published. Required fields are marked *