- ମୟୂରଭଞ୍ଜ ଉଦଳା ରେଞ୍ଜରେ ବନ କର୍ମଚାରୀଙ୍କୁ ପଥରରେ ଆକ୍ରମଣ, ଶିକାରୀଙ୍କ ଆକ୍ରମଣରେ ୪ ବନ କର୍ମଚାରୀ ଗୁରୁତର, ଜମୁ ଡିହା ଗାଁରେ ଚଢ଼ାଉ କରିଥିଲେ ବନ କର୍ମଚାରୀ, ସମ୍ବର ମାଂସ ଓ ୨ଟି ବନ୍ଧୁକ ଜବତ କରିଥିଲେ ବନ କର୍ମଚାରୀ, ଜବତ କରି ଫେରିବା ବେଳେ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ ଶିକାରୀ
- ନୟାଗଡ଼ ଶରଣକୁଳ ଲଡ଼ୁବାବାଙ୍କ ଜାଗର ଯାତ୍ରା ବନ୍ଦ । କୋରୋନା ଯୋଗୁଁ ବନ୍ଦ ରହିବ ଲଡ଼ୁବାବାଙ୍କ ଜାଗର ଯାତ୍ରା । କେବଳ ଠାକୁରଙ୍କ ହେବ ପୂଜାନୀତି ହେବ । ମନ୍ଦିର ବାହାରେ ଭକ୍ତ ଦୀପ ଜାଳିବା ମଧ୍ୟ ମନା । ପ୍ରସ୍ତୁତି ବୈଠକରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି