ମେ ୧୩ରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ, ଏପ୍ରିଲ ୧୯ରେ ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି, ଏପ୍ରିଲ ୨୬ରେ କେବଳ କଂଗ୍ରେସ ଦଳକୁ ନାମାଙ୍କନର ସୁଯୋଗ ଦିଆଯିବ, ଏପ୍ରିଲ ୨୭ରେ ମନୋନୟନ ପତ୍ର ଯାଞ୍ଚ, ୨୯ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର, ମେ ୧୮ ତାରିଖ ସୁଦ୍ଧା ସରିବ ନିର୍ବାଚନୀ ପ୍ରକ୍ରିୟା

Read more

ସ୍ବର୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀଙ୍କ ସହ କଥା ହେଲେ ରାହୁଲ ଗାନ୍ଧି । ଅଜିତ ମଙ୍ଗରାଜଙ୍କ ଅମର ଆତ୍ମାର ସଦ୍‌ଗତି କାମନା କଲେ ରାହୁଲ ଗାନ୍ଧି । କଂଗ୍ରେସ ତାଙ୍କ ପରିବାର ସହ ଛିଡା ହୋଇଛି ଆଉ ରହିବ କହିଲେ ରାହୁଲ । ଫୋନ ଯୋଗେ ସୂଚନା ଦେଲେ ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର

Read more

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ବାଚନ କମିସନଙ୍କ ଛାଟ, ୨୪ ଘଣ୍ଟା ପାଇଁ ପ୍ରଚାର କରିପାରିବେନି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆଜି ରାତି ୮ଟାରୁ ଲାଗୁ ହେବ ନିର୍ବାଚନ କମିସନଙ୍କ ନିଷେଧାଦେଶ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ବାଚନ କମିସନଙ୍କ ଛାଟ, ୨୪ ଘଣ୍ଟା ପାଇଁ ପ୍ରଚାର କରିପାରିବେନି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆଜି ରାତି ୮ଟାରୁ ଲାଗୁ ହେବ ନିର୍ବାଚନ

Read more

ପିପିଲି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକଙ୍କ ପତ୍ନୀ ସ୍ମିତା ମହାନ୍ତିଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ପୁରୀ ସବରେଜିଷ୍ଟାର ଥିବାବେଳେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତିକୁ ଶାଗ ମାଛ ଦରରେ ବିକ୍ରି କରିଥିବା ଅଭିଯୋଗ ଅଭିଯୋଗ ଆଣିଲେ କେନ୍ଦ୍ରାପଡା ଓବିସି ସେଲର ଅଧ୍ୟକ୍ଷ

Read more

ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କୁ କୋରୋନା । ପଜିଟିଭ୍‌ ଚିହ୍ନଟ ହୋଇ ଚିକିତ୍ସାଧୀନ ଥିବା ଅଜିତଙ୍କ ସୂଚନା । ଦଳର ଭଲ ପ୍ରଦର୍ଶନ ପାଇଁ କାମ କରିବାକୁ କର୍ମୀଙ୍କୁ ନିବେଦନ

Read more

ପିପିଲିରେ ବିଜେଡିର ଟଙ୍କା ବଣ୍ଟାକୁ ପୋଲିସ କରୁଛି ସାହାଯ୍ୟ : ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ତାରିଖ ଯେତେ ପାଖେଇ ଆସୁଛି, ପିପିଲିରେ କଳାଟଙ୍କାର ପ୍ରଭାବ ସେତେ ଅଧିକ ହେବାରେ ଲାଗିଛି। ପିପିଲି ନିର୍ବାଚନ ବିପୁଳ

Read more

ମୁସଲିମ ଭୋଟରଙ୍କୁ ଏକଜୁଟ୍ ରହିବାକୁ ଅପିଲ୍ କରି ଫସିଲେ ମମତା ବାନାର୍ଜୀ : ୪୮ ଘଣ୍ଟା ଭିତରେ ଜବାବ ମାଗିଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ : ନିର୍ବାଚନ ଆୟୋଗ ଆଚରଣ ବିଧି ଉଲ୍ଲଂଘନକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କୁ ନୋଟିସ୍ ଜାରି କରିଛନ୍ତି। ଆୟୋଗ ମମତା

Read more

ବିଧାନସଭାରେ ବିରୋଧୀଙ୍କ ହାଙ୍ଗାମା, ଅଶୋଭନୀୟ ଆଚରଣ । ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ୨ ବିଜେପି ବିଧାୟକ । ବିଧାୟକ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଚପଲ ଫିଙ୍ଗିଥିବା ଅଭିଯୋଗ । ପୋଡିଅମକୁ କାଗଜ ଓ ଇଅର ଫୋନ୍‌ ଫିଙ୍ଗିଲେ ବିଧାୟକ ମୋହନ ମାଝୀ । ଅପରାହ୍‌ଣ ୪ଟା ଯାଏ ଗୃହ ମୁଲତବୀ

Read more