ବିହାର ନିର୍ବାଚନ ପାଇଁ NDA ମେଣ୍ଟରେ ଛିଣ୍ଡିଲା ଆସନ ଗଣିତ, JDUକୁ ମିଳିଲା ୧୨୨ ଆସନ, ୧୨୧ ଆସନରେ ଲଢ଼ିବ BJP, ନିଜ କୋଟାରୁ ଜିତନରାମ ମାନ୍‌ଝୀଙ୍କ HAMକୁ ୭ଟି ଆସନ ଦେବ JDU, ବିକାଶଶୀଳ ଇନ୍‌ସାନ ପାର୍ଟିକୁ କିଛି ଆସନ ଦେବ ବିଜେପି, ଆସନ ବୁଝାମଣା ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘୋଷଣା

Facebook Comments

Leave a Reply

Your email address will not be published. Required fields are marked *