ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ । ପ୍ରତି ନିର୍ବାଚନ ମଣ୍ଡଳୀ ସ୍ତରରେ ପାଳନ ହେବ ଜୟନ୍ତୀ । ଜନସାଧାରଣଙ୍କ ସହ ଜୟନ୍ତୀ ପାଳନ କରିବ ବିଜୁ ଜନତା ଦଳ । ମାର୍ଚ୍ଚ ୮ରେ BJD ମହିଳା ଶାଖା ପକ୍ଷରୁ ମହିଳା ସମାବେଶ । ମହିଳା ସଶକ୍ତୀକରଣ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ନେଇ ହେବ ଆଲୋଚନା

Facebook Comments

Leave a Reply

Your email address will not be published. Required fields are marked *