କଟକ ଓ ବଲାଙ୍ଗିର ବେଲପଡ଼ା ବ୍ଲକ୍ରେ ଜିଲ୍ଲା ପରିଷଦ ଉପନିର୍ବାଚନ । ୨ଟି ଯାକ ଜୋନ୍ରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟୀ ।
କଟକ ଓ ବଲାଙ୍ଗିର ବେଲପଡ଼ା ବ୍ଲକ୍ରେ ଜିଲ୍ଲା ପରିଷଦ ଉପନିର୍ବାଚନ । ୨ଟି ଯାକ ଜୋନ୍ରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟୀ ।
କଟକ ସଦର ବ୍ଲକ୍ ଜୋନ୍-୭ରେ ବିଜେଡିର ବିଳାସ ମଲ୍ଲିକ ବିଜୟୀ । କଂଗ୍ରେସ ପ୍ରାର୍ଥୀଙ୍କୁ ୯ ହଜାର ୨୨୧ ଭୋଟ୍ରେ ହରାଇଲେ ।
ବଲାଙ୍ଗିର ବେଲପଡ଼ା ବ୍ଲକ ଜୋନ୍-୨୬ରେ ବିଜେଡି ପ୍ରାର୍ଥୀ ବିଜୟୀ । ବିଜେପି ପ୍ରାର୍ଥୀଙ୍କୁ ୪ ହଜାର ୨୯୪ ଭୋଟ୍ରେ ହରାଇଲେ ବିଶ୍ବାମିତ୍ର ବିଶି
Facebook Comments