କଟକ ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ମାମଲା । କାଲି ରାଜ୍ୟର ସମସ୍ତ ଏସ୍‌ପି ଅଫିସ୍‌ ଘେରାଉ କରିବ ବିଜେପି । ୮ ତାରିଖରେ ୨୦ ହଜାର ବିଜେପି କର୍ମୀ ଡିଜି ଅଫିସ ଘେରାଉ କରିବେ । ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା

Facebook Comments

Leave a Reply

Your email address will not be published. Required fields are marked *