ବିଧାନସଭାରୁ ନବୀନ ନିବାସରେ ପହଞ୍ଚିଲେ ବିଜେପି ବିଧାୟକ । ଶଙ୍ଖ ଫୁଙ୍କି, ଫୁଲ ପକାଇ ସ୍ୱାଗତ କଲେ ବିଜେଡି ନେତା । ମଣ୍ଡି ଅବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ନବୀନ ନିବାସ ଯାତ୍ରା କରିଛନ୍ତି ବିଜେପି ଟିମ୍ ।

Facebook Comments

Leave a Reply

Your email address will not be published. Required fields are marked *