- ଦର୍ପଣ : ଡକ୍ଟର ଅଭୟ ନାରାୟଣ ନାୟକ
- କଟକ : ଘରୋଇ କଲେଜରେ ୧୨ କରୋନା ପଜିଟିଭ ଚିହ୍ନଟ ଘଟଣା । ସିଏମସିର ସ୍ୱତନ୍ତ୍ର ଟିମ୍ ଦ୍ୱାରା କଣ୍ଟାକ୍ଟ ଟ୍ରେସିଂ କରାଯିବ । ଆବଶ୍ୟକ ପଡିଲେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ । ଚିହ୍ନଟ ସମସ୍ତ ପଜିଟିଭଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି । ସିଏମସିର ବରିଷ୍ଠ ଅଧିକାରୀଙ୍କ ସୂଚନା ।