ବିଶିଷ୍ଟ କଂଗ୍ରେସ ନେତା ଜିତିନ ପ୍ରସାଦ ବିଜେପିରେ ସାମିଲ । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗଦେଲେ ଜିତିନ । ମନମୋହନ ସରକାରରେ କେନ୍ଦ୍ରମନ୍ତ୍ରୀ ଥିଲେ ଜିତିନ ପ୍ରସାଦ । ଦିବଂଗତ କଂଗ୍ରେସ ନେତା ଜିତେନ୍ଦ୍ର ପ୍ରସାଦଙ୍କ ପୁଅ ଜିତିନ ପ୍ରସାଦ

Facebook Comments

Leave a Reply

Your email address will not be published. Required fields are marked *