ହିମନ୍ତ ବିଶ୍ବ ଶର୍ମା ହୋଇପାରନ୍ତି ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ହିମନ୍ତଙ୍କ ସପକ୍ଷରେ ବିଜେପିର ୪୦ ବିଧାୟକଙ୍କ ସମର୍ଥନ ଥିବା ସୂଚନା । ଉଭୟ ସର୍ବାନନ୍ଦ ସୋନୱାଲ ଓ ହିମନ୍ତ ବିଶ୍ବ ଶର୍ମାଙ୍କୁ ଦିଲ୍ଲୀ ଡକାଯାଇଛି । ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ବିଜେପି ଅଧ୍ୟକ୍ଷ କରୁଛନ୍ତି ଆଲୋଚନା

Facebook Comments

Leave a Reply

Your email address will not be published. Required fields are marked *