କଂଗ୍ରେସ ବିଧାକୟ ଦଳ ନେତା ନରସିଂହ ମିଶ୍ର ଏବେ ସୁସ୍ଥ । ଏ ନେଇ ନିଜେ ଟ୍ବିଟ୍‌ କରି ଜଣାଇଲେ ନରସିଂହ । ଆସନ୍ତାକାଲି ଯାଏ ମେଡିକାଲରେ ଅବ୍‌ଜରଭେସନରେ ରହିବେ । ଶୁଭେଛୁଙ୍କୁ ଜଣାଇଲେ ଧନ୍ୟବାଦ

Facebook Comments

Leave a Reply

Your email address will not be published. Required fields are marked *