ବିଜେପିରେ ସାମିଲ ହୋଇପାରନ୍ତି ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସହ ମଞ୍ଚରେ ରହିବେ ମିଥୁନ ଦା’ । ଆସନ୍ତାକାଲି ବ୍ରିଗେଡ୍ ପରେଡ ଗ୍ରାଉଣ୍ଡରେ ମୋଦିଙ୍କ ବିଶାଳ ସମାବେଶ । କିଛି ଦିନ ତଳେ ମିଥୁନଙ୍କୁ ଭେଟିଥିଲେ RSS ମୁଖ୍ୟ ମୋହନ ଭାଗବତ

Facebook Comments

Leave a Reply

Your email address will not be published. Required fields are marked *