ଆଜି ତୃଣମୂଳ କଂଗ୍ରେସରେ ଯୋଗ ଦେଇପାରନ୍ତି ମୁକୁଲ ରାୟ । ବିଜେପିର ରାଷ୍ଟ୍ରୀୟ ଉପସଭାପତି ଅଛନ୍ତି ମୁକୁଲ ରାୟ । ବରିଷ୍ଠ ନେତାଙ୍କୁ ଭେଟିବା ପରେ ଦଳରେ ଯୋଗଦେବା ସମ୍ଭାବନା । ମୁକୁଲଙ୍କ ପୁଅ ଶୁଭ୍ରାଂଶୁ ରାୟ ମଧ୍ୟ TMCରେ ଯୋଗଦେବା ସମ୍ଭାବନା । ୨୦୧୭ ନଭେମ୍ବରରେ ମୁକୁଲ ତୃଣମୂଳ ଛାଡ଼ି BJPରେ ଯୋଗଦେଇଥିଲେ

Facebook Comments

Leave a Reply

Your email address will not be published. Required fields are marked *