ବିଧାନସଭାରେ ଶପଥ ନେଲେ ନବନିର୍ବାଚିତ ୨ ବିଜେଡି ବିଧାୟକ । ବାଚସ୍ପତି @SurjyaOfficial ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ । ଶପଥ ନେଲେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ ଓ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ।

Leave a Reply

Your email address will not be published. Required fields are marked *