- ଅପରାହ୍ଣ ୪ଟା ୨୦ ସୁଦ୍ଧା ୬ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା । ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ପାଣିପାଗ ବିଭାଗର ପରାମର୍ଶ । ୬ ଜିଲ୍ଲା-ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା । ନୂଆପଡ଼ା ଓ କେନ୍ଦୁଝରରେ ବି ହୋଇପାରେ ବଜ୍ରପାତ
- ପୁରୀ ଶ୍ରୀମନ୍ଦିର ଜୋତା ଷ୍ଟାଣ୍ଡ ନିକଟରେ ଅଘଟଣ। ଜୋତାଷ୍ଟାଣ୍ଡ ବ୍ଯାରିକେଡରେ ମୁଣ୍ଡ ପୁରାଇ ଭବାନୀପାଟଣାରୁ ଆସିଥିବା ଏକ ପରିବାରର ଶିଶୁ କନ୍ୟା ଆହତ । ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ବ୍ୟାରିକେଡ ଲୁହା ପାଇପ୍ କାଟି ଶିଶୁକନ୍ଯାକୁ ଉଦ୍ଧାର କରାଗଲା