ବେକାରୀ ସମସ୍ୟା, ଦରଦାମ ବୃଦ୍ଧି ନେଇ ରାଜ୍ୟ ଯୁବ କଂଗ୍ରେସର ଆକ୍ରୋଶ ସମାବେଶ । ଯୋଗଦେଲେ ଜାତୀୟ ସଭାପତି ବିଭି ଶ୍ରୀନିବାସ । ବେକାରୀ ସମସ୍ୟାକୁ ନେଇ ଟାର୍ଗେଟ କଲେ ବିଭି ଶ୍ରୀନିବାସ । ଦରଦାମ ବୃଦ୍ଧିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ | ଲୋୟର ପିଏମଜିରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ । ବିଧାନସଭା ଘେରାଉ ପାଇଁ ଯିବା ବେଳେ ପୋଲିସ ସହ ଧସ୍ତାଧସ୍ତି

Facebook Comments

Leave a Reply

Your email address will not be published. Required fields are marked *