ମୁଣ୍ଡଳୀ ବ୍ୟାରେଜରେ ହାତୀ ଉଦ୍ଧାର ବେଳେ ଓଡ୍ରାଫ ବୋଟ ଓଲଟିବା ଘଟଣାରେ ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର । ସୀତାରାମ ମୁର୍ମୁଙ୍କ ମୃତଦେହ ମୁଣ୍ଡଳୀ ବ୍ୟାରେଜ ନିକଟରୁ ଉଦ୍ଧାର କଲା NDRF ଟିମ୍ । କାଲି ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସୀତାରାମ ନିଖୋଜ ଥିଲେ

Read more

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ । ଆସନ୍ତା ୧୨ ଘଣ୍ଟାରେ ଗଭୀର ଅବପାତର ରୂପ ନେବ । କାଲି ସକାଳ ୫ଟା ୩୦ ବେଳକୁ ଗଭୀର ଅବପାତର ରୂପ ନେବ । ଆସନ୍ତାକାଲି ସନ୍ଧ୍ୟା ୫ଟା ୩୦ ବେଳକୁ ବାତ୍ୟାର ରୂପ ନେବ

Read more

ମୁଣ୍ଡଳି ବ୍ରିଜ ପାଖ ମହାନଦୀରେ ଫସିଥିବା ହାତୀକୁ ଉଦ୍ଧାର ଲାଗି ଆରମ୍ଭ ହେଲା ଅପରେସନ

କଟକ : ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମୁଣ୍ଡଳିରେ ଫସିଥିବା ହାତୀକୁ ଉଦ୍ଧାର ଲାଗି ଆରମ୍ଭ ହେଲା ‘ଅପରେସନ ଗଜ ଉଦ୍ଧାର’ । ଚନ୍ଦକାରୁ

Read more

ଆଜିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୩ ଦିନିଆ ଦିଲ୍ଲୀ ଗସ୍ତ, ସେପ୍ଟେମ୍ବର ୨୬ରେ ମାଓ ପ୍ରଭାବିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗଦେବେ, ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ମଧ୍ୟ ବୈଠକରେ ଯୋଗଦେବେ, ୧୦ଟି ମାଓ ପ୍ରଭାବିତ ରାଜ୍ୟର ବୈଠକ ଡାକିଛି କେନ୍ଦ୍ର ଗୃହ ବିଭାଗ

Read more

ରାଜ୍ୟରେ ଦିନକରେ ଆଉ ୫୩୯ କୋରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୬ ମୃତ

ରାଜ୍ୟରେ ଦିନକରେ ଆଉ ୫୩୯ କୋରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୬ ମୃତସଂଗରୋଧରୁ ୩୧୬ ଓ ସ୍ଥାନୀୟ ଅଞ୍ଚଳରୁ ୨୨୩ ରୋଗୀ ଚିହ୍ନଟ ।୫୩୯ ନୂଆ ଆକ୍ରାନ୍ତଙ୍କ

Read more

ଅବସରପ୍ରାପ୍ତ ଆଇପିଏସ୍ ଜଳଦ କୁମାର ତ୍ରିପାଠୀ ହେଲେ ରାଜ୍ୟର ମୁଖ୍ୟ ସୂଚନା କମିଶନର

ଭୁବନେଶ୍ୱର : ତାମିଲନାଡ଼ୁ ପୂର୍ବତନ ପୁଲିସ ଡିଜି ତଥା ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ୍ ଜଳଦ କୁମାର ତ୍ରିପାଠୀ ହେଲେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର।

Read more

SCBରେ ଆଉ ଜଣେ ଇକ୍‌ମୋ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ, ଏସ୍‌ସିବିରେ ଇକ୍‌ମୋ ସେବା ଆରମ୍ଭ ପରେ ଚତୁର୍ଥ ରୋଗୀ ଭାବେ ଆଖି ବୁଜିଲେ, ମୃତକ ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳା; ସେ ପ୍ରଥମେ ଭର୍ତ୍ତି ହୋଇଥିଲେ

Read more