ଖଲ୍ଲିକୋଟ ସ୍ବୟଂଶାସିତ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା । ସ୍ବୟଂଶାସିତ କଲେଜକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଲେ ଘୋଷଣା । ପୂରଣ ହେଲା ଦକ୍ଷିଣ ଓଡ଼ିଶାବାସୀଙ୍କ ଆଶା । ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ଏହା ପ୍ରୋତ୍ସାହିତ କରିବ

Read more

ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ବିଜ୍ଞପ୍ତି ହାଇକୋର୍ଟରେ ରଦ୍ଦ । ଗତବର୍ଷ ମାର୍ଚ ୧୧ରେ ଗଣଶିକ୍ଷା ବିଭାଗ ଜାରି କରିଥିଲା ବିଜ୍ଞପ୍ତି । ୨୦ରୁ କମ ପିଲା ଥିବା ସ୍କୁଲ ଅନ୍ୟ ସ୍କୁଲ ସହ ମିଶ୍ରଣ ହେବାର ଥିଲା । ପୂର୍ବରୁ ସରକାରଙ୍କ ବିଜ୍ଞପ୍ତି ଉପରେ ରୋକ ଲଗାଇଥିଲେ ହାଇକୋର୍ଟ

Read more

ଜଗତସିଂହପୁର ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ହାବିଲଦାର ନିଲମ୍ବିତ । ହାବିଲଦାର ବିଦ୍ୟାଧର ପରିଡ଼ାଙ୍କୁ ନିଲମ୍ବନ କଲେ ଏସ୍‌ପି । ମାସ୍କ ଚେକିଂ ବେଳେ ନାବାଳକକୁ ମାଡ଼ ମାରିବା ଅଭିଯୋଗ ହୋଇଥିଲା । ଗତକାଲି ମାସ୍କ ଚେକିଂ ବେଳେ ମାଡ଼ ମାରିବା ନେଇ ଅଭିଯୋଗ ହୋଇଥିଲା

Read more

ଆଜିଠାରୁ ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣ ଆରମ୍ଭ ହୋଇଛି। ଗ୍ରାମାଞ୍ଚଳରେ ୪୫ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ଚାଲୁ ରହିଛି। ଟିକା ଅଭାବ ଥିବାରୁ କମ କେନ୍ଦ୍ରରେ ଟିକାକରଣ ଚାଲିଛି । ମୋଟ ୧୫୦୦ କେନ୍ଦ୍ରରୁ ମାତ୍ର ୨୫୬ କେନ୍ଦ୍ରରେ ଆଜି ଟିକାକରଣ ଚାଲିଛି।

Read more

କୋଭିଡ ମୁକାବିଲା ଓ ପରିଚାଳନା ପାଇଁ SCB ମେଡିକାଲର ୬ ଜଣ ଇଣ୍ଟର୍ଣ୍ଣ ଡାକ୍ତରୀ ଛାତ୍ର ୧୦୪ କଲସେଣ୍ଟରରେ ନିୟୋଜିତ । ଅରୁନ୍ଧତୀ ଆଚାର୍ଯ୍ୟ, ଦିବ୍ୟପ୍ରକାଶ ଆଚାର୍ଯ୍ୟ, ସୌରଭ ଆଚାର୍ଯ୍ୟ , ସୁମନସ୍ମିଥ ଅଧିକାରୀ, ପବନ ଅଗ୍ରୱାଲ, ଅନମୋଲ ଅଗ୍ରୱାଲ ନିୟୋଜିତ | ଏହି ଡାକ୍ତରମାନେ ଭୁବନେଶ୍ବର ଇଡକୋ ଟାୱାର ୧୦୪ କଲ୍‌ ସେଣ୍ଟରରେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ

Read more

କାଲି ସକାଳ ସୁଦ୍ଧା ୧୬ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା । ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା। ୟେଲୋ ୱାର୍ଣ୍ଣିଂ ୧୬ ଜିଲ୍ଲା- ଅନୁଗୁଳ, ଭଦ୍ରକ, ବାଲେଶ୍ବର, ଯାଜପୁର, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଢେଙ୍କାନାଳ, ମାଲକାନଗିରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ନୟାଗଡ଼

Read more

ରାଜ୍ୟରେ ଚଳିତ ମଇ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ। ସ୍ବାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ।

Read more