୫ ଦିନ ଭିତରେ ରାଜ୍ୟରେ ଟିକା ନେଲେ ୧ ଲକ୍ଷ ବରିଷ୍ଠ ନାଗରିକ । ୬୦ ବର୍ଷରୁ ଅଧିକ ବୟସ୍କ ୧ ଲକ୍ଷ ୧୧ ହଜାର ୩୩୭ ଜଣ ଟିକା ନେଇଛନ୍ତି । ସେହିପରି ଗୁରୁତର ରୋଗରେ ପୀଡିତ ଥିବା ୪୭୨୪ ଜଣ (୪୫ରୁ ୫୯ ବର୍ଷୀୟ) ଲୋକ ଟିକା ଗ୍ରହଣ କରିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ।

Facebook Comments

Leave a Reply

Your email address will not be published. Required fields are marked *