ମୟୂରଭଞ୍ଜ ଶରତରେ ଗର୍ଭବତୀ ମହିଳା ୩ କିମି ଚାଲିବା ଘଟଣା । ଶରତ ଥାନାର ୨ କନେଷ୍ଟବଳଙ୍କୁ ବଦଳି କଲେ ଏସ୍‌ପି । ସିଲୁ ମଲ୍ଲିକ ଘାଗରବେଡ଼ାକୁ ଓ ରାଜଲକ୍ଷ୍ମୀ ଲେଙ୍କା ମହୁଲଡିହାକୁ ବଦଳି । ପୂର୍ବରୁ ଶରତ OIC ରୀନା ବକ୍ସଲାଙ୍କୁ ନିଲମ୍ବନ କରିଥିଲେ ଏସ୍‌ପି

Facebook Comments

Leave a Reply

Your email address will not be published. Required fields are marked *