କଟକ ଏସସିବିରେ କାର୍ଯ୍ୟକ୍ଷମ ହେବ ୯ଟି ଇକମୋ ମେସିନ । ଗତକାଲି ଏସସିବିକୁ ଗୋଟିଏ ଇକମୋ ମେସିନ ଆସି ପହଞ୍ଚିଛି । ବାକି ଇକମୋ ମେସିନ ଜୁଲାଇ ଶେଷ ସୁଦ୍ଧା ଆସିବ । ଅଗଷ୍ଟ ୧୫ରେ ଏଗୁଡିକ ପୂରା କାର୍ଯ୍ୟକ୍ଷମ ହେବ ।

Facebook Comments

Leave a Reply

Your email address will not be published. Required fields are marked *