ସୁନ୍ଦରଗଡ଼ ଲହୁଣିପଡ଼ାର ଟେନ୍‌ସା ଜିରୋ ପଏଣ୍ଟ ନିକଟରେ ଟେନ୍‌ସା ଫାଣ୍ଡି ଅଧିକାରୀଙ୍କୁ ତୀର ମାଡ଼ । ଚୋରା ମଦ କାରବାର ରୋକିବାକୁ ଯାଇଥିବା ବେଳେ ଆକ୍ରମଣ । ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତରିତ ।

Facebook Comments

Leave a Reply

Your email address will not be published. Required fields are marked *