ଗଞ୍ଜାମ ଆସିକା ସହରର କଇଁଫୁଲିଆରେ ସେତୁ ଲୋକାର୍ପିତ । ୩ କୋଟି ଟଙ୍କାର ସେତୁକୁ ଭର୍ଚୁଆଲରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସିକାକୁ ସୋରଡ଼ା, ପିପଳପଙ୍କା ଓ ଗାଜଲବାଡ଼ି ସହ ଯୋଡ଼ିବ ଏହି ସେତୁ

Facebook Comments

Leave a Reply

Your email address will not be published. Required fields are marked *