ରାଜ୍ୟରେ ଆଉ ୪୪ ଜୀବନ ନେଲା ମହାମାରୀ କୋରୋନା । ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୩ ହଜାର ୩୪୬କୁ ବୃଦ୍ଧି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫ ଜଣ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ।

ରାଜ୍ୟରେ ଆଉ ୪୪ ଜୀବନ ନେଲା ମହାମାରୀ କୋରୋନା । ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୩ ହଜାର ୩୪୬କୁ ବୃଦ୍ଧି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫ ଜଣ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ । ବାଲେଶ୍ବର, ବରଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ୩-୩ ମୃତ

କେନ୍ଦୁଝର, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ରେ ବି ୩ ଜଣ ଲେଖାଏଁ ମୃତ । ଅନୁଗୁଳ, କଳାହାଣ୍ଡି, ନୟାଗଡ଼ରେ ୨-୨ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ । ଭଦ୍ରକ, ବଲାଙ୍ଗିର, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡ଼ା, ସମ୍ବଲପୁରରେ ୧-୧ ମୃତ

Facebook Comments

Leave a Reply

Your email address will not be published. Required fields are marked *