- ଭୁବନେଶ୍ବର ସହିଦନଗରରେ ସେଲ୍ଫୋନ୍ ଲୁଟେରା ଗ୍ୟାଙ୍ଗ ଗିରଫ । ଅନୁଗୁଳ, ଯାଜପୁର ଓ ରାଉରକେଲାରୁ ୧୦୨ଟି ସେଲ୍ଫୋନ୍ ଜବତ । ଅନୁଗୁଳର ୨ ଅଭିଯୁକ୍ତ ସଞ୍ଜୟ ଗଡ଼ନାୟକ ଓ ଲିପୁନ ସାହୁ ଗିରଫ । ପୂର୍ବରୁ ମାମଲାରେ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଚୋରି ସେଲ୍ଫୋନ୍ କିଣିଥିବା ୮୨ ଜଣ ତଦନ୍ତ ପରିସରଭୁକ୍ତ ହେବେ
- ପୋଢ଼ୁଆଁ ହେବେ ପ୍ରଭୁ ଜଗନ୍ନାଥ : ପରମ୍ପରା ମୁତାବକ ମାମୁ ଘର ନିଆଳି ମାଧବାନନ୍ଦଜିଉ ମନ୍ଦିରରୁ ଗଲା ଅଷ୍ଟମୀ ଭାର