ଶ୍ରୀମନ୍ଦିରର ୨୩ ସେବାୟତ ଓ କର୍ମଚାରୀ କୋରୋନା ପଜିଟିଭ୍‌ ଚିହ୍ନଟ । ଆଜି ସୁଦ୍ଧା ୭ ସେବାୟତ ଓ ୩ ପରିବାର ସଦସ୍ୟ କୋରୋନା ଆକ୍ରାନ୍ତ । ଶ୍ରୀମନ୍ଦିରର ୩ କର୍ମଚାରୀ, ଜଣେ ମାଳୀ ଓ ଜଣେ ମନ୍ଦିର ପୋଲିସ ପଜିଟିଭ୍‌ । ନିଃଶୁଳ୍କ ଜୋତାଷ୍ଟାଣ୍ଡର ୮ କର୍ମଚାରୀ ମଧ୍ୟ କୋରୋନା ସଂକ୍ରମିତ

Facebook Comments

Leave a Reply

Your email address will not be published. Required fields are marked *