ପୋଲିସ ଡିଜି ଅଭୟଙ୍କ ପ୍ରେସମିଟ୍ । ‘ଡ୍ରଗ୍ସ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଡ୍ରଗ୍ସ କାରବାର ଦମନରେ STFର ଗୁରୁତ୍ବପୂର୍ଣ୍ଣ ଭୂମିକା । STF ପାଇଁ ସରକାର ୨୭ଟି ନୂଆ ପଦବୀ ସୃଷ୍ଟି କରିଛନ୍ତି । STFର ଡେଡିକେଟେଡ ଡ୍ରଗ୍ସ ନାର୍କୋଟିକ୍ ୟୁନିଟ ପ୍ରସ୍ତାବକୁ ମଞ୍ଜୁରି’: ଅଭୟ

Facebook Comments

Leave a Reply

Your email address will not be published. Required fields are marked *