ଭୁବନେଶ୍ବର ଅଭିମୁଖେ ପଶ୍ଚିମ ଓଡ଼ିଶା ଚାଷୀଙ୍କ ବାଇକ୍ ରାଲି । ସମ୍ବଲପୁର ଜେଲ ଛକରୁ ଭୁବନେଶ୍ବର ଅଭିମୁଖେ ବାଇକ୍ ରାଲି । ଆଜି ବାମୁର ଓ ଆସନ୍ତାକାଲି କଟକରେ ରାତ୍ରି ରହଣି କାର୍ଯ୍ୟକ୍ରମ । ୨ ତାରିଖରେ ପଳାଶୁଣିରେ ଏକତ୍ରିତ ହେବେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀ

କୃଷି ନୀତି ବିରୋଧରେ ଭୁବନେଶ୍ବରରେ ଗର୍ଜିବେ ଚାଷୀ ସଂଗଠନ । ବୀର ସୁରେନ୍ଦ୍ର ସାଏଙ୍କ ବଳିଦାନ ଦିବସରେ କୃଷକ ସଂଗଠନର ବାଇକ ରାଲି । ବରଗଡ଼ରୁ ବାହାରି ଭୁବନେଶ୍ବର ଅଭିମୁଖେ ବାଇକ ରାଲି

Facebook Comments

Leave a Reply

Your email address will not be published. Required fields are marked *