ରାଜ୍ୟର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ, ୪.୫ ଡିଗ୍ରୀ ସହ ଜି. ଉଦୟଗିରି ଓ ଫୁଲବାଣୀ ରାଜ୍ୟର ଶୀତଳ ସହର, ଦାରିଙ୍ଗବାଡ଼ି ୭.୫, ବଲାଙ୍ଗିର ୭.୮, ଅନୁଗୁଳ ୯.୬ ଡିଗ୍ରୀ, କେନ୍ଦୁଝର ଓ ଝାରସୁଗୁଡ଼ା ୮.୨ ଡିଗ୍ରୀ ଲେଖାଏଁ, ବାରିପଦା ୯.୬, ଭବାନୀପାଟଣା ୮.୫, ସୋନପୁର ୯.୫ ଡିଗ୍ରୀ, ଭୁବନେଶ୍ବର ୧୩ ଓ କଟକ ୧୧ ଡିଗ୍ରୀ ତାପମାତ୍ରା

Facebook Comments

Leave a Reply

Your email address will not be published. Required fields are marked *