ଆଜି ୪୦ ଡିଗ୍ରୀ ଉପରେ ରାଜ୍ୟର ୯ଟି ସହରର ତାପମାତ୍ରା । ୪୨ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ଆଜିର ଉତ୍ତପ୍ତ ସହର । ବଲାଙ୍ଗିର ୪୧.୫, ବୌଦ୍ଧ ୪୧, ସୋନପୁର ୪୦.୮ ଡିଗ୍ରୀ । ରାୟଗଡ଼ା ୪୦.୬, ଭବାନୀପାଟଣା ୪୦.୫, ତାଳଚେର ୪୦.୧ ଡିଗ୍ରୀ । ମାଲକାନଗିରି ଓ ଝାରସୁଗୁଡ଼ାରେ ପାରଦ ଛୁଇଁଲା ୪୦ ଡିଗ୍ରୀ

Facebook Comments

Leave a Reply

Your email address will not be published. Required fields are marked *