IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ହେଲେ ଆର୍. ଭିନିଲ କ୍ରିଷ୍ଣା
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ହେଲେ ଆର୍. ଭିନିଲ କ୍ରିଷ୍ଣା
କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ହେଲେ ପୁରୀ ଜିଲ୍ଲାପାଳ, ବଲବନ୍ତ ସିଂ ହେଲେ OMC ପରିଚାଳନା ନିର୍ଦ୍ଦେଶକ | ପାରୁଲ ପଟୱାରି ହେଲେ ପୂର୍ତ୍ତ ବିଭାଗର ଉପସଚିବ, ଅମ୍ରିତ ଋତୁରାଜ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଯାଜପୁରର PDDRDA ହେଲେ ବିଶାଲ ସିଂହ, ରାଜସ୍ବ ବିଭାଗର ଅତିରିକ୍ତ ସଚିବ ହେଲେ ପ୍ରମୋଦ ବେହେରା, ସରୋଜ କୁମାର ମିଶ୍ର ହେଲେ ରାୟଗଡ଼ା ଜିଲ୍ଲାପାଳ
Facebook Comments