ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର: ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରାଯାଇଛି । ଡିଆଇଜି ଓ ଏସପି ସ୍ତରରେ ଏହି ବଦଳି ହୋଇଛି । ୧୩ ଜିଲ୍ଲାର ଏସପିଙ୍କୁ ବଦଳି କରାଯାଇଛି । ଏଥିରେ ପରୀ ମାମଲାରେ ଚର୍ଚ୍ଚାରେ ଥିବା ନୟାଗଡ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ମଧ୍ୟ ବଦଳି କରାଯାଇଛି । ହେଲେ ତାଙ୍କୁ କୌଣସି ଜିଲ୍ଲା ଦାୟିତ୍ୱ ଦିଆ ନଯାଇ ପୋଲିସ ସଦର ଦପ୍ତରରେ ଏଆଇଜି ଭାବରେ ଅବସ୍ଥାପିତ କରାଯାଇଛି ।
ରାୟଗଡା ଏସପି-ବିବେକାନନ୍ଦ ଶର୍ମା
ନୟାଗଡ ଏସପି-ସିଦ୍ଧାର୍ଥ କାଟାରିଆ
ଅନୁଗୁଳ ଡିଆଇଜି-ସାର୍ଥକ ଷଡଙ୍ଗୀ
ଭଦ୍ରକ ଏସପି-ଚରଣ ସିଂ ମିନା
କେନ୍ଦ୍ରାପଡା ଏସପି-ଏମ ସନ୍ଦିପ ସଂପଦ
କୋରାପୁଟ ଏସପି-ବରୁଣ ଗୁଣ୍ଡୁପାଲୀ
ଟେକ୍ନିକାଲ ଡିଆଇଜି-ସଫିନ ଅହମ୍ମଦ
ସମ୍ବଲପୁର ଏସପି-ବି ଗଙ୍ଗାଧର
କୋରାପୁଟ ଡିଆଇଜି-ପଣ୍ଡିତ ରାଜେଶ ଉତ୍ତମ ରାଓ
ଯାଜପୁର ଏସପି-ରାହୁଲ ପିଆର
ଝାରସୁଗୁଡା ଏସପି-ବିକାଶ ଦାସ
ଢେଙ୍କାନାଳ ଏସପି-କେ ଶିବା ସୁବ୍ରମଣି
ସମ୍ବଲପୁର ଆଇଜି-ନରସିଂହ ଭୋଳ
ରାଉରକେଲା ଏସପି-ମୁକେଶ ଭାମୁ
କଳାହାଣ୍ଡି ଏସପି-ଶ୍ରବଣା ବିବେକ
ବଲାଙ୍ଗୀର ଏସପି-କୁଶଲକର ନୀତିନ ତୁଗଡ
ନବରଙ୍ଗପୁର ଏସପି-ପ୍ରହଲ୍ଲାଦ ମିନା
ପରିବହନ ବିଭାଗ ଅତିରିକ୍ତ କମିଶନର-ନୀତିଶେଖର
ଏସଓଜି କମାଣ୍ଡାଣ୍ଟ-ଅଖିଳେଶ୍ୱର ସିଂ
କମ୍ପ୍ୟୁଟର ଏସପି-ସତ୍ୟଜିତ ନାୟକ
ଏସଏପି ଡିଆଜି-ଅବିନାଶ କୁମାର

Facebook Comments

Leave a Reply

Your email address will not be published. Required fields are marked *