ନୟାଗଡ଼ ଶରଣକୁଳ ଲଡ଼ୁବାବାଙ୍କ ଜାଗର ଯାତ୍ରା ବନ୍ଦ । କୋରୋନା ଯୋଗୁଁ ବନ୍ଦ ରହିବ ଲଡ଼ୁବାବାଙ୍କ ଜାଗର ଯାତ୍ରା । କେବଳ ଠାକୁରଙ୍କ ହେବ ପୂଜାନୀତି ହେବ । ମନ୍ଦିର ବାହାରେ ଭକ୍ତ ଦୀପ ଜାଳିବା ମଧ୍ୟ ମନା । ପ୍ରସ୍ତୁତି ବୈଠକରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି

Facebook Comments

Leave a Reply

Your email address will not be published. Required fields are marked *