- ଆଜି ବୀର ସ୍ବାଧୀନତା ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମଦିନ । ଦେଶର ସର୍ବକନିଷ୍ଠ ସହିଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବାଧୀନତା ପାଇଁ ସେ ମାତ୍ର ୧୨ ବର୍ଷ ବୟସରେ ପ୍ରାଣବଳୀ ଦେଇଥିଲେ । ଏହି ବୀରଙ୍କ ତ୍ୟାଗ ଓ ବୀରତ୍ବ ସର୍ବଦା ସ୍ମରଣୀୟ ହୋଇ ରହିବ: ନବୀନ
- ୩ ହଜାର ତଳକୁ ଖସିଲା ପଜିଟିଭ ସଂଖ୍ୟା । ରାଜ୍ୟରେ ଆଉ ୨୬୧୭ କୋରୋନା ପଜିଟିଭ ଚିହ୍ନଟ । ସଂଗରୋଧ କେନ୍ଦ୍ରରୁ ୧୫୨୧ ଓ ସ୍ଥାନୀୟ ଅଞ୍ଚଳରୁ ୧୦୯୬ ଚିହ୍ନଟ