ପୁଣି କୋରାପୁଟ କୋଟିଆରେ ପଶି ଆନ୍ଧ୍ରର ଦାଦାଗିରି । ପୋଲିସ-କୋଟିଆବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି । କୋଟିଆବାସୀ ଭୋଟ୍ ଦେବାକୁ ଯିବାବେଳେ ମୁହାଁମୁହିଁ । କୋଟିଆର ନେରିଡିୱାଲସାରେ ଭୋଟ୍ ଦାନ କେନ୍ଦ୍ର କରିଛି ଆନ୍ଧ୍ର। ପ୍ରଶାସନର ୧୪୪ ଧାରା ସତ୍ତ୍ବେ ଭୋଟ୍ ଦେବାକୁ ଗଲେ କୋଟିଆବାସୀ ।

Facebook Comments

Leave a Reply

Your email address will not be published. Required fields are marked *