ବିଶ୍ବବିଦ୍ୟାଳୟ ହେଲା କଟକ ମଧୁସୂଦନ ଲ’ କଲେଜ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ଏପ୍ରିଲ ୨୮ରୁ କାର୍ଯ୍ୟକାରୀ ହେବ । ମଧୁସୂଦନ ଲ’ କଲେଜ ଅଧୀନରେ ଥିବା କଲେଜ ବିଶ୍ବବିଦ୍ୟାଳୟ ଅଧୀନରେ ରହିବ

Facebook Comments

Leave a Reply

Your email address will not be published. Required fields are marked *