- ସେରମ୍ ଇନ୍ଷ୍ଟିଚ୍ୟୁଟ୍ ରୁ ୧.୧୦ କୋଟି କୋଭିସିଲ୍ଡ ଟିକା ଡୋଜ୍ ପିଛା ୨୦୦ ଟଙ୍କାରେ କିଣିବେ କେନ୍ଦ୍ର ସରକାର । ଭାରତ ବାୟୋଟେକ୍ଠାରୁ ୫୫ ଲକ୍ଷ କୋଭାକ୍ସିନ୍ ଟିକା ଆଣିବେ ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସୂଚନା । ୧୬.୫ ଲକ୍ଷ ଟିକା ସରକାରଙ୍କୁ ମାଗଣାରେ ଦେବାକୁ BBILର ଘୋଷଣା । ଅବଶିଷ୍ଟ ୩୮.୫ ଲକ୍ଷ ଟିକାକୁ ଡୋଜ ପିଛା ୨୯୫ ଟଙ୍କାରେ ବିକିବ BBIL
- ମକର ସଂକ୍ରାନ୍ତି ନିମନ୍ତେ ଶ୍ରୀ ଶ୍ରୀ ଧବଳେଶ୍ବର ଓ ମଞ୍ଚେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି