- ବିଶ୍ବବିଦ୍ୟାଳୟ ହେଲା କଟକ ମଧୁସୂଦନ ଲ’ କଲେଜ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ଏପ୍ରିଲ ୨୮ରୁ କାର୍ଯ୍ୟକାରୀ ହେବ । ମଧୁସୂଦନ ଲ’ କଲେଜ ଅଧୀନରେ ଥିବା କଲେଜ ବିଶ୍ବବିଦ୍ୟାଳୟ ଅଧୀନରେ ରହିବ
- ରାଜ୍ୟରେ ସ୍ବତନ୍ତ୍ର କୋଭିଡ ଏନ୍ଫୋର୍ସମେଣ୍ଟ ଡ୍ରାଇଭ ଆରମ୍ଭ । ଗତ ୨୪ ଘଣ୍ଟାରେ ଅମାନିଆଙ୍କଠାରୁ ୨୫ ଲକ୍ଷ ୭ ହଜାର ୯୦୦ ଟଙ୍କା ଜୋରିମାନା ଆଦାୟ । ୯ ହଜାର ୪୦୦ ଅମାନିଆଙ୍କଠାରୁ ୨୫ ଲକ୍ଷ ଟଙ୍କା ଆଦାୟ କଲା ଓଡ଼ିଶା ପୋଲିସ