ମିଶନ ଶକ୍ତି ଅଧୀନକୁ ଯିବ ଜିଲ୍ଲାରେ ଅବ୍ୟବହୃତ ସରକାରୀ ଜମି ଓ କୋଠା । ୨ ମାସ ମଧ୍ୟରେ ମିଶନ ଶକ୍ତି ସଂଘକୁ ଜମି ହସ୍ତାନ୍ତର ପାଇଁ ନିର୍ଦ୍ଦେଶ । ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ମିଶନଶକ୍ତି ଅଧୀନରେ ରହିବ ପଞ୍ଚାୟତ, ବ୍ଲକରେ ଥିବା ଅବ୍ୟବହୃତ କୋଠା

Facebook Comments

Leave a Reply

Your email address will not be published. Required fields are marked *