ବାତ୍ୟା ୟାସ ପାଇଁ ୧୦ ଜିଲ୍ଲାରୁ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର: ଅପରାହ୍ନ ୪ଟା ସୁଦ୍ଧା ବାଲେଶ୍ୱରରୁ ୭୪୧୩୨, ଭଦ୍ରକରୁ ୭୩୧୦୩, କଟକରୁ ୧୯୧୫, ଜଗତସିଂହପୁରରୁ ୯୧୨୨, ଯାଜପୁରରୁ ୩୦୫୯, କେନ୍ଦ୍ରାପଡ଼ାରୁ ୪୧୬୮୫, କେନ୍ଦୁଝରରୁ ୩୦୩, ଢେଙ୍କାନାଳରୁ ୪୨୦, ମୟୂରଭଂଜରୁ ୩୩୮୨, ପୁରୀରୁ ୩୫୦୦ ସ୍ଥାନାନ୍ତର

Facebook Comments

Leave a Reply

Your email address will not be published. Required fields are marked *