ପୁରୀରେ ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ୟ ଗାଏବ ହେବା ଘଟଣା: ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଦ୍ବାରା ଘଟଣାର ତଦନ୍ତ ଜାରି । ସେଦିନ ବେଶରେ ଚନ୍ଦ୍ରସୂର୍ଯ୍ୟ ଲାଗି ନଥିବା ବେଶ କାରିଗରଙ୍କ ରିପୋର୍ଟ । ସଂପୃକ୍ତ ସେବାୟତ ଆଜି ଚନ୍ଦ୍ରସୂର୍ଯ୍ୟକୁ ଫେରାଇବା ସମ୍ଭାବନା । ବେଶର ସାଜ ତାଲିକା ସହ ମେଳକରି ସଂଗ୍ରହାଳୟରେ ରଖାଯିବ

Facebook Comments

Leave a Reply

Your email address will not be published. Required fields are marked *