- ଆଜି ୪୦ ଡିଗ୍ରୀ ଉପରେ ରାଜ୍ୟର ୯ଟି ସହରର ତାପମାତ୍ରା । ୪୨ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ଆଜିର ଉତ୍ତପ୍ତ ସହର । ବଲାଙ୍ଗିର ୪୧.୫, ବୌଦ୍ଧ ୪୧, ସୋନପୁର ୪୦.୮ ଡିଗ୍ରୀ । ରାୟଗଡ଼ା ୪୦.୬, ଭବାନୀପାଟଣା ୪୦.୫, ତାଳଚେର ୪୦.୧ ଡିଗ୍ରୀ । ମାଲକାନଗିରି ଓ ଝାରସୁଗୁଡ଼ାରେ ପାରଦ ଛୁଇଁଲା ୪୦ ଡିଗ୍ରୀ
- ଆଜି ଘଟଗାଁ ମାଆ ତାରିଣୀଙ୍କର ୮୫ତମ ଚଇତି ପର୍ବ, ଆଜିଠାରୁ ୧୨ ତାରିଖ ଯାଏ ମନ୍ଦିର ଖୋଲା ୧୩ ଓ ୧୪ ତାରିଖ ମନ୍ଦିର ବନ୍ଦ ରହିବ, ଆସନ୍ତା ୧୫ ତାରିଖରେ ଭକ୍ତମାନେ ମାଙ୍କର ଦର୍ଶନ କରି ପାରିବେ, କୋରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେଉଛି ମାଙ୍କର ଚଇତି ପର୍ବ