କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳପତି ହେଲେ ପ୍ରଫେସର ସଞ୍ଜୟ କୁମାର ଶତପଥୀ । ରେଭେନ୍ସା ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗର ପୂର୍ବତନ ପ୍ରଫେସର ସଞ୍ଜୟ ଶତପଥୀ । ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କର ରହିଛି ୩୬ ବର୍ଷର ଅଭିଜ୍ଞତା

Facebook Comments

Leave a Reply

Your email address will not be published. Required fields are marked *