ପ୍ରଫେସର ସଞ୍ଜୟ କୁମାର ନାୟକ ହେଲେ ରେଭେନ୍ସାର ନୂଆ କୁଳପତି। ସଞ୍ଜୟ ନାୟକଙ୍କୁ ନିଯୁକ୍ତି ଦେଲେ ରାଜ୍ୟପାଳ ଗଣେଶୀ ଲାଲ । ସଞ୍ଜୟ ନାୟକଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ଦେଲେ ରାଜ୍ୟପାଳ। ଚେନ୍ନାଇ ସିପେଟର ମହାନିର୍ଦ୍ଦେଶକ ଅଛନ୍ତି ସଞ୍ଜୟ ନାୟକ । ୩୪ ବର୍ଷର ଅଭିଜ୍ଞତା ସହ ୩୫ଟି ବହି ଲେଖିଛନ୍ତି ସଞ୍ଜୟ ନାୟକ

Facebook Comments

Leave a Reply

Your email address will not be published. Required fields are marked *