ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ମିଡିଆକୁ ମନା । ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ସଭାସ୍ଥଳକୁ ମିଡିଆ ଟିମ୍ ଓ ରିପୋର୍ଟରଙ୍କୁ ଯିବା ମନା । I & PR ପକ୍ଷରୁ ସବୁ ଗଣମାଧ୍ୟମକୁ ଦିଆଯିବ ଫିଡ୍ ।

Facebook Comments

Leave a Reply

Your email address will not be published. Required fields are marked *