ରାଜ୍ୟରେ ଗଞ୍ଜେଇ ଜବତରେ ପୋଲିସକୁ ସଫଳତା । ପୋଲିସ ଡିଜି ଅଭୟ ଦେଲେ ସୂଚନା । ଗତ ୧୦ ବର୍ଷରେ ପ୍ରତି ବର୍ଷ ପ୍ରାୟ ୩୧୨ କ୍ବିଣ୍ଟାଲ ଗଞ୍ଜେଇ ଜବତ ହେଉଥିଲା । ଗତ ୫ ବର୍ଷରେ ପ୍ରତି ବର୍ଷ ପ୍ରାୟ ୪୧୪ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଚଳିତବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ୧୦୫୪ କ୍ବିଣ୍ଟାଲ ଜବତ ହୋଇଛି

କୋରାପୁଟରୁ ସର୍ବାଧିକ ୪୧୩ କ୍ବିଣ୍ଟାଲ ଗଞ୍ଜେଇ ଜବତ । ମାଲକାନଗିରିରୁ ୨୪୦ ଓ ଗଜପତିରୁ ୧୨୬ କ୍ବିଣ୍ଟାଲ ଗଞ୍ଜେଇ ଜବତ । ଗଞ୍ଜେଇ କାରବାରରେ ଅର୍ଥନୈତିକ କାରବରକୁ ଗୁରୁତ୍ବ ଦିଆଯାଉଛି

Leave a Reply

Your email address will not be published. Required fields are marked *