- ସୋସିଆଲ ମିଡିଆରେ ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ, ଦକ୍ଷିଣ ଦ୍ବାର ପଟ ମନ୍ଦିରର ଭିତର ଫଟୋ ଭାଇରାଲ, ଇନଷ୍ଟାଗ୍ରାମରେ ଶ୍ରୀମନ୍ଦିର ଭିତରର ୨ଟି ଫଟୋ ଭାଇରାଲ
- ମୁମ୍ବାଇରୁ ୧୮୦୦ କେଜି ଗଞ୍ଜେଇ ଜବତ କଲା ପୋଲିସ । ଓଡ଼ିଶାରୁ ମୁମ୍ବାଇକୁ ଚାଲାଣ ହେଉଥିଲା ଗଞ୍ଜେଇ । ଅଟୋରେ ନଡ଼ିଆ ତଳେ ଚାଲାଣ ବେଳେ ଜବତ କଲା ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ସାଢ଼େ ୩ କୋଟି ଟଙ୍କା । ଅଟୋ ମାଲିକ ଓଡ଼ିଶାର ଲକ୍ଷ୍ମୀ ପ୍ରଧାନଙ୍କୁ ଖୋଜୁଛି ପୋଲିସ