State Top News ୨୦୨୧ ପାଇଁ କୋହଳ ହେଲା ପୋଲିସ ପଦୋନ୍ନତି ନିୟମ । ସବ୍ଇନ୍ସ୍ପେକ୍ଟରରୁ ଇନ୍ସ୍ପେକ୍ଟର ଭାବେ ପଦୋନ୍ନତି ପାଇଁ ନିୟମ କୋହଳ । ୧୦ ବର୍ଷ ପରିବର୍ତ୍ତେ ଅଭିଜ୍ଞତା ଯୋଗ୍ୟତା ୮ ବର୍ଷକୁ କମାଇଲେ ସରକାର । ତାଲିମ ସଂପୂର୍ଣ୍ଣ କରିଥିଲେ ପଦୋନ୍ନତି ପାଇପାରିବେ ସବ୍ଇନ୍ସ୍ପେକ୍ଟର January 11, 2021 admin 0 Comments Facebook Comments