୨୦୨୧ ପାଇଁ କୋହଳ ହେଲା ପୋଲିସ ପଦୋନ୍ନତି ନିୟମ । ସବ୍‌ଇନ୍‌ସ୍ପେକ୍ଟରରୁ ଇନ୍‌ସ୍ପେକ୍ଟର ଭାବେ ପଦୋନ୍ନତି ପାଇଁ ନିୟମ କୋହଳ । ୧୦ ବର୍ଷ ପରିବର୍ତ୍ତେ ଅଭିଜ୍ଞତା ଯୋଗ୍ୟତା ୮ ବର୍ଷକୁ କମାଇଲେ ସରକାର । ତାଲିମ ସଂପୂର୍ଣ୍ଣ କରିଥିଲେ ପଦୋନ୍ନତି ପାଇପାରିବେ ସବ୍‌ଇନ୍‌ସ୍ପେକ୍ଟର

Facebook Comments

Leave a Reply

Your email address will not be published. Required fields are marked *